Question
Download Solution PDFଜଟାରୁ ବାବାଜୀ ଜଣାଗଲା । ବାକ୍ୟରେ ଥିବା 'ଜଟାରୁ' କେଉଁ ବିଭକ୍ତି ?
Answer (Detailed Solution Below)
Detailed Solution
Download Solution PDF3) ପଞ୍ଚମୀ ବିଭକ୍ତି ସଠିକ୍ ଉତ୍ତର
ଯଥାର୍ଥତା :
- ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ
- ବାକ୍ୟ ମଧ୍ୟରେ କ୍ରିୟା ପଦ ସହିତ ଅନ୍ୟ ପଦ ମାନଙ୍କ ଯେଉଁ ସମ୍ପର୍କ ଥାଏ , ତାହାକୁ କାରକ କୁହାଯାଏ
- ଯେଉଁ ସବୁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା ଓ କାରକ ସୂଚିତ ହୁଏ , ତାହାକୁ ବିଭକ୍ତି କୁହାଯାଏ
- ବିଭକ୍ତି = ବି-ଉପସର୍ଗ + ଭଜ୍ ଧାତୁ + ତି ପ୍ରତ୍ୟୟ - ଯାହାର ଅର୍ଥ ବିଭାଗ / ବଣ୍ଟନ କରିବା
- ଜଟାରୁ ବାବାଜୀ ଜଣାଗଲା - ଏଠାରେ ଜଟାରୁ ଅପାଦାନ କାରକ ହୋଇଛି
- ଜଟାରୁ ବାବାଜୀ ଜଣାଗଲା - ବାକ୍ୟରେ ଥିବା 'ଜଟାରୁ' 3) ପଞ୍ଚମୀ ବିଭକ୍ତି
Additional Information
- ବିଭକ୍ତି 7 ଭାଗରେ ବିଭକ୍ତ
- 1ମା , 2ୟା , 3ୟା , 4ର୍ଥୀ , 5ମୀ , 6ଷ୍ଠୀ , 7ମୀ
-
ଅପାଦାନ କାରକରେ , ହେତୁ ଅର୍ଥରେ , ଭିନ୍ନ ବା ଅଲଗା ବୁଝାଇଲେ , ତୁଳନାତ୍ମକ ଅର୍ଥରେ ଉତ୍କର୍ଷ ବା ଅପକର୍ଷ ବୁଝାଇଲେ , ଯେଉଁଠାରୁ ଦିଗ ନିର୍ଣ୍ଣୀତ ହୁଏ , ମାର୍ଗ ଓ କାଳର ପରିବ୍ୟାପ୍ତରେ ,ରକ୍ଷାର୍ଥ ଓ ପରାଜୟ ଆଦି ଶବ୍ଦ ଯୋଗରେ ୫ମୀ ବିଭକ୍ତି ହୁଏ
Last updated on Jun 12, 2025
-> OSSC CGL Final Merit List has been released on the official website.
->The merit list consist the names of the candidates found suitable after the CV round.
->Earlier,The OSSC CGL Call Letter had been released for the Document Verification (Advt No.1249/OSSC).
-> Interested candidates registered from 29th November 2024 to 28th December 2024.
-> The recruitment is also ongoing for 543 vacancies (Advt. No. 129/OSSC). The Prelims was held on 20th October 2024 and thee Mains Exam will be scheduled in February/ March 2025.
-> The selection process includes Prelims, Mains, Skill Test, and Document Verification.
-> To score well in the exam, you may enhance your preparation by solving the OSSC CGL Previous Years' Papers.
-> Candidates can also attend the OSSC CGL Test Series which helps to find the difficulty level.