Question
Download Solution PDFନିର୍ଦ୍ଦେଶ ( ପ୍ରଶ୍ନସଂଖ୍ୟା 101-110) : ଠିକ୍ ଶବ୍ଦ (ଉତ୍ତର)
ଚିହ୍ନଟ କର :
Answer (Detailed Solution Below)
Detailed Solution
Download Solution PDFସଠିକ ଉତ୍ତର ହେଉଛି "ଅନିବାର୍ଯ୍ୟ"।
Key Points
- ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।
- କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
- ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।
ଯଥାର୍ଥତା:
- କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
- ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
- ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ।
- ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ।
- ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ।
- ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
- ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ଅନିବାର୍ଯ୍ୟ' ହେଉଛି ଶୁଦ୍ଧ ଶବ୍ଦ।
- 'ଅନିବାର୍ଯ୍ୟ' ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପଠାରେ 'ବନାନ ଜନିତ' ଅଶୁଦ୍ଧତା ଘଟିଥିବା ହେତୁ ଅଶୁଦ୍ଧ ଶବ୍ଦ।
- ଓଡ଼ିଆ ଅଭିଧାନ ଅନୁସାରେ 'ଅନିବାର୍ଯ୍ୟ' ଶବ୍ଦଟି 'ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ' ଅର୍ଥକୁ ସୂଚାଏ।
- ଉଦାହରଣ ସ୍ୱରୂପ: ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅନିବାର୍ଯ୍ୟ ।
Additional Information
- ଅନ୍ୟ ବିକଳ୍ପଗୁଡିକରେ ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁଯାୟୀ ଭୁଲ ଭ୍ରାନ୍ତି ଘଟିଥିବା ହେତୁ 'ବନାନ ଜନିତ' ଅଶୁଦ୍ଧତା ଘଟିଛି।
Last updated on Jul 4, 2025
->OPSC ASO Rejection List has been released on the official website of OPSC. Candidates can check if their application form has been accepted or rejected.
->The OPSC ASO Exam Date 2025 is 27th July 2025.
->OPSC has announced 29 Job openings for the post of ASO.
->The last date to apply for the vacancy is 9th June 2025.
->The selection of the candidates for recruitment shall be made on the basis of written test and skill test in computer.
->There is no application fee for all the candidates applying for the position of Assistant Section Officer.